Unnati Ki Rahe in Oriya

Unnati Ki Rahe in Oriya

Paperback (03 Jul 2023) | Oriya

Save $1.83

  • RRP $33.34
  • $31.51
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼, ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ଵ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ ।
ସ୍ଟେଟ୍ ମାର୍ଡେନ୍]ଙ୍କ ପୁସ୍ତକଗୁଡ଼ିକର ଅଧ୍ୟୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି, କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ।
ଡାଇମଣ୍ଡ ବୁକ୍ସରେ ସ୍ଟେଟ୍ ମାର୍ଡେନ୍]ଙ୍କ ପୁସ୍ତକ
- ଆତ୍ମବିଶ୍ଵାସର ପୁଞ୍ଜି
- ନିଜକୁ ଚିହ୍ନନ୍ତୁ
- ଆଗକୁ ବଢ଼ନ୍ତୁ
- ସଫଳତାର ସୋପାନ
- ଚିନ୍ତା ଛାଡ଼ନ୍ତୁ ସୁଖରେ ବଞ୍ଚନ୍ତୁ ଓ ହସି-ହସି କେମିତି ବଞ୍ଚିବା
- ଆପଣ କ'ଣ କରିପାରିବେନି
- ସଫଳତାର ରହସ୍ୟ
- ଜୀବନ ଓ ବ୍ୟବହାର
- ବିକାଶର ପଥ
- ଉନ୍ନତିର ମାର୍ଗ
- ସୁଯୋଗ ଚାଲିଯାଏ

Book information

ISBN: 9789355992178
Publisher: Repro India Limited
Imprint: Diamond Pocket Books Pvt Ltd
Pub date:
Language: Oriya
Number of pages: 130
Weight: 218g
Height: 216mm
Width: 140mm
Spine width: 9mm